ଖାଦ
ଦେଖଣା
ଖାଦ —
ଉଚ୍ଚାରଣ: Khāda
ସଂ. ବି (ଖାଦ୍ ଧାତୁ+ଭାବ. ଅ) —
୧: ଖାଇବା — ୧. Eating.
୨: ଚର୍ବଣ —୨. Chewing.
୩: (+ କର୍ମ .ଅ) ଖାଦ୍ୟ ବସ୍ତୁ —୩. Food; eatables.
খাদ
खेट
খাত
खरज
ଦେ. ବି. (ସଂ. କ୍ଷୋଦ) —
୧: ଭେଲ; ଉତ୍ତମ ଧାତୁ ସଙ୍ଗେ ମିଶା— ଯାଇଥିବା ଅଧମ ଧାତୁ —୧. Alloy.
୨: (ସଂ. ଷଡ଼ଜ) ସଙ୍ଗୀତର ସ୍ବରବିଶେଷ; ନିମ୍ନ ଓ ଗମ୍ଭୀର ସୁରୁ —୨. Low deep tone in music.