Jump to content

ଖାଦକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଦକ
ଉଚ୍ଚାରଣ: Khādaka
(ଖାଦିକା—ସ୍ତ୍ରୀ)

ସଂ. ବିଣ. ପୁଂ. (ଖାଦ ଧାତୁ= ଖାଇବା +କର୍ତ୍ତୃ. ଅକ) —

୧: ଭକ୍ଷକ; ଭୋଜନକାରୀ — ୧. Eating; devouring.

[ଦ୍ର—ଏହା ଅନ୍ୟ ବିଶେଷପଦ ସଙ୍ଗେ ଯୁକ୍ତ ହୁଏ; ଯଥା— ଗୋଖାଦକ]

୨: ଅଧମର୍ଣ୍ଣ, ଋଣୀ —୨. Borrowing; indebted.

୩: ହିଂସ୍ର —୩. Mischievous; malicious; injurious.

ସଂ. ବି —

ଖାତକ ଦେଏଣଦାର୍ —Debtor.