ଖାଦତବମତା
ଦେଖଣା
ଖାଦତବମତା —
ଉଚ୍ଚାରଣ: Khādatabamatā
ସଂ. ବି. (ଖାଦତ= ତୁମ୍ଭେମାନେ ଖାଉଥାଅ+ ବମତ= ତୁମ୍ଭେମାନେ ବାନ୍ତି କରୁଥାଅ+ ଆ) —
ଉପର୍ୟ୍ଯୁପରି କେବଳ ଖାଦ୍ୟ ଖାଉଥିବା ଓ ବାନ୍ତି କରୁଥିବା ଅବସ୍ଥା —State of eating and vomiting constantly.