Jump to content

ଖାଦି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଦି
ଉଚ୍ଚାରଣ: Khādi

ସଂ. ବି. (ଖାଦ୍ ଧାତୁ+ଇ) —

୧: ଖାଦ୍ୟଦ୍ରବ୍ୟ; ଭକ୍ଷ୍ୟବସ୍ତୁ (ହି. ଶବ୍ଦସାଗର) — ୧. Food.

୨: କବଚ ହି. ଶବ୍ଦସାଗର) — ୨. Armour; coat of mail.

୩: ଦସ୍ତାନା (ହି. ଶବ୍ଦସାଗର) — ୩. Gloves.

୪: ଆଡ଼ମ୍ବର (ପ୍ରକୃତିବାଦ) —୪. Pomp.

ଦେ. ବି. (ସଂ. ଖାଦ୍ୟ) —

୧: ଉପଯୁକ୍ତ ଖାଦ୍ୟଦ୍ରବ୍ୟ — ୧. Proper food.

୨: ୟଥେଷ୍ଟ ଖାଦ୍ୟଦ୍ରବ୍ୟ — ୨. Sufficient food.

(ଯଥା— ଏ ଘୋଡ଼ାକୁ ମଫସଲରେ ଖାଦ ମିଳୁନାହିଁ)

୩: ଭୋଜନ —୩. Eating.

(ଯଥା—ଆଗପରି ମୋର ଆଉ ଏବେ ଖାଦ୍ୟ ନାହିଁ)