Jump to content

ଖାଦିତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଦିତ
ଉଚ୍ଚାରଣ: Khādita

ସଂ. ବିଣ. (ଖାଦ୍ ଧାତୁ+କର୍ମ. ତ) —

ଭୂକ୍ତ; ଭକ୍ଷିତ — Eaten; partaken.