ଶବ୍ଦାର୍ଥ:
ଖାଦିର — ଉଚ୍ଚାରଣ: Khādira
ସଂ. ବିଣ. (ଖଦିର+ବିକରାର୍ଥେ. ଅ) —
ଖଦିର କାଷ୍ଠରେ ନିର୍ମିତ — Made of catechu wood.