Jump to content

ଖାଦ୍ଯଖାଦକସମ୍ବନ୍ଧ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଦ୍ୟଖାଦକସମ୍ବନ୍ଧ
ଉଚ୍ଚାରଣ: Khādyakhādakasambandha

ସଂ. ବି. (ଖାଦ୍ୟ+ଖାଦକ+ସମନ୍ଧ; ଦ୍ବନ୍ଦ୍ବ ଓ ୬: ଷ୍ଠୀ ତତ୍) —

ଭକ୍ଷ ବସ୍ତୁ ଓ ଭକ୍ଷକ ମଧ୍ୟରେ ବିଦ୍ୟମାନ ସମ୍ଫର୍କ;ପ୍ରାକୃତିକ ଶତ୍ରୁତା — The relationship existing between the eater and the eatable; natural antagonism.