Jump to content

ଖାଦ୍ଯାଖାଦ୍ଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଦ୍ୟାଖାଦ୍ୟ
ଉଚ୍ଚାରଣ: Khādyākhādya

ସଂ. ବିଣ. (ଦ୍ବନ୍ଦ୍ବ; ଖାଦ୍ୟ+ଅଖାଦ୍ୟ) —

ଭୋଜନ ଯୋଗ୍ୟ ଓ ଅଭୋଜ୍ୟ (ବସ୍ତୁ) — Edible and inedible; (thing) fit and (things) unfit for food.