Jump to content

ଖାଦ୍ଯାଖାଦ୍ଯବିଚାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଦ୍ୟାଖାଦ୍ୟବିଚାର
ଉଚ୍ଚାରଣ: Khādyākhādyabichāra

ସଂ. ବି. (ଖାଦ୍ୟ+ଅଖାଦ୍ୟ+ବିଚାର;ଦ୍ବନ୍ଦ୍ବ ଓ ୬: ଷ୍ଠୀ ତତ୍) —

କଅଣ ଖାଇବା ଉଚିତ ଓ କଅଣ ଅଖାଦ୍ୟ ଏ ସମନ୍ଧରେ ବିଚାର — Discrimination between articles which are fit to be taken and those which are not.