ଖାନସାମା
ଦେଖଣା
ଖାନସାମା —
ଉଚ୍ଚାରଣ: Khānasāmā
খানসামা
खानसामा
ବୈଦେ. ବି (ଫା. ଖାନ୍ସାମା) —
୧: ସାହେବ ଓ ମୁସଲ୍ମାନ୍ ଭଦ୍ରଲୋକଙ୍କ ଗୃହର ୟାବତୀୟ ପଦାର୍ଥ ରକ୍ଷକ ଭୃତ୍ୟ ବା ସରଦାର — ୧. A household servant; a butler of a European or Mahomedan gentleman.
୧: ରନ୍ଧନାଗାରର ପରିଦର୍ଶନ ଭୃତ୍ୟ — ୨. The servant superintending the cook- room; head cook.
ବକସିସ୍ ଦେଇ ଚପରାଶି ଖାନସାମାଙ୍କ ଗୋଡ଼ ହାତ ଧରିବାକୁ ନାହିଁ ଫକୀରମୋହନ. ଛମାଣଆଠଗୁଣ୍ଠ
୩: ଗାର୍ହସ୍ଥ୍ୟ ଖାଦ୍ୟଭଣ୍ଡାରିର ଅଧିକାରୀ — ୩. Domestic store-keeper; steward.