Jump to content

ଖାନାକାମରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାନାକାମରା
ଉଚ୍ଚାରଣ: Khānākāmarā
খানাকামরা खनाकामरा

ବୈଦେ. ବି. (ଫା. ଖାନା. ତୁଳ. ସଂ. ଖାଦନ+ପର୍ଟୁଗୀଜ କାମାରା) —

ଖାଇବାଘର; ଯେଉଁ କୋଠରିରେ ସାହେବଆଦି ଖାନା ଖାଆନ୍ତି —Dining hall; dining room of a European.