Jump to content

ଖାନାଜଙ୍ଗୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାନାଜଙ୍ଗୀ
ଉଚ୍ଚାରଣ: Khānājaṇgī
খানাজংগী खानाजंगी

ବୈଦେ. ବି (ଫା) —

୧: ଦୁଇଜଣଙ୍କ ମଧ୍ୟରେ ଲଢ଼େଇ —

୨: ପରସ୍ପର ଝଗଡ଼ା —୨. Mutual quarrel.

୩: ଯୁଦ୍ଧ —୩. Fight; battle.

ଭାରତୀଙ୍କର ସାର ଭଣ୍ଡାର ଲୁଣ୍ଠନ ଖାନାଜଙ୍ଗୀ—କବିସୂର୍ଯ୍ୟ. ରତ୍ନାକରଚମ୍ପୁ