Jump to content

ଖାନାତଲାସି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାନାତଲାସି
ଉଚ୍ଚାରଣ: Khānātalāsi

ବୈଦେ. ବି (ଫା. ଖାନାତଲାସୀ) —

ରାଜାଦେଶରେ ସନ୍ଦେହ— ଯୁକ୍ତ ବ୍ୟକ୍ତିର ଘର ରାଜକର୍ମଚାରୀ ବା ପୁଲିସଙ୍କ

খানাতলাসী खानातलासी

ଦ୍ବାରା ତଦାରଖ ବା ଖୋଜାଖୋଜି —House-search by the police or by a public servent.

ପ୍ରଥମେ ସ୍ତ୍ରୀମାନଙ୍କୁ ଏକତରଫ କରି ଦିଆଯାଇ ଘର ଖାନାତଲାସି ଆରମ୍ଭ ହେଲା ଫକୀରମୋହନ. ଛମାଣଆଠଗୁଣ୍ଠ