ଖାନାପିନା
ଦେଖଣା
ଖାନାପିନା —
ଉଚ୍ଚାରଣ: Khānāpinā
ପ୍ରାଦେ. (ସମ୍ବଲପୁର) ବି. (ତୁଳ. ହି. ଖାନାପୀନା) —
୧: ଖିଆଣପିଆଣ; ଭୋଜନ ଓ ପାନକର୍ମ — ୨. Eating and drinking.