Jump to content

ଖାନାବାଡ଼ି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାନାବାଡ଼ି
ଉଚ୍ଚାରଣ: Khānābāṟḍ̠i
খানাবাড়ি खानाबाड़ी

ଦେ. ବି. (ଫା. ଖାନା ଓ ସଂ. ବାଟିକା) —

ଘରବାଡ଼ି; ଆବାସଗୃହ ଓ ତହିଁର ହତା; ଗୃହର ବାସ୍ତୁ —Premises; house and its compound; homestead.

ଚାଷବାସ, ଲାଖରାଜ, ଖାଜାବାଡ଼ି, ୟାହା କିଛିଥିଲା ସମସ୍ତ ବନ୍ଧନ ଦେଇଛନ୍ତି ଭିକାରୀଚରଣ—ସଂସାରଚିତ୍ର