Jump to content

ଖାନିକି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାନିକି
ଉଚ୍ଚାରଣ: Khāniki

ଗ୍ରା. ବୈଦେ. ବି. (ଫା. ଖାନ୍ଗୀ) —

୧: ବେଶ୍ୟା; ବାରାଙ୍ଗନା — ୧. Prostotute; whore.

୨: (ଗାଳି) ନୀଚ—ସଂସର୍ଗକାରିଣୀ ସ୍ତ୍ରୀ; ଛିଣ୍ଡାଳ — ୨. (a term of abuse) Adulteress.