Jump to content

ଖାନ୍କୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାନ୍କୀ
ଉଚ୍ଚାରଣ: Khān-kī
খানকী खानगी

ବୈଦେ. ବି. (ଫା. ଖାନ୍ଗୀ) —

୧: ତୁଚ୍ଛ ବେଶ୍ୟା; ଯେଉଁ ସ୍ତ୍ରୀର ବେଶ୍ୟାବୃତ୍ତିହିଁ ଏକମାତ୍ର ଅବଲମ୍ବନ — ୧. A low class of prostitutes.

୨: (ଗାଳି) ଦୁଶ୍ଚରିତ୍ର ସ୍ତ୍ରୀ — ୨. (a term of abuse) Immoral or corrupt women.