ଖାନ୍ଦାନ୍
ଦେଖଣା
ଖାନ୍ଦାନ୍ —
ଉଚ୍ଚାରଣ: Khān-dān
খান্দান
खानदान
(ବିପରୀତ—ବେଖାନ୍ଦାନ୍)
ବୈଦେ. ବିଣ (ଫା. ଖାନ୍ଦାନ୍=ବଂଶ) —
୧: ଉଚ୍ଚବଂଶୀୟ; କୁଳୀନ — ୧. Of respectable family.
୨: ବଂଶପରମ୍ପରାଗତ — ୨. Transmitted from generation to generation in a family.
୩: ପିତୃପୌତାମହିକ; ପୈତୃକ —୩. Ancestral.