ଖାନ୍ସୁମାର୍
ଦେଖଣା
ଖାନ୍ସୁମାର୍ —
ଉଚ୍ଚାରଣ: Khān-sumār
খানসুমার, খানাসুমারী
खानासुमारि
ବୈଦେ. ବି. (ଫା. ଖାନାସୁମାରୀ=ଗୃହମାନଙ୍କ ଗଣନା) —
ରାଜାଦେଶରେ କୌଣସି ଗ୍ରାମ୍ୟ ବା ଦେଶର ମନୁଷ୍ୟ— ଗଣନା —A public census.
ଖାନ୍ସୁମାର୍ —
ଉଚ୍ଚାରଣ: Khān-sumār
খানসুমার, খানাসুমারী
खानासुमारि
ବୈଦେ. ବି. (ଫା. ଖାନାସୁମାରୀ=ଗୃହମାନଙ୍କ ଗଣନା) —
ରାଜାଦେଶରେ କୌଣସି ଗ୍ରାମ୍ୟ ବା ଦେଶର ମନୁଷ୍ୟ— ଗଣନା —A public census.