ଖାପ
ଦେଖଣା
ଖାପ —
ଉଚ୍ଚାରଣ: Khāpa
খাপ; খাপি
मियान
ଦେ. ବି. (ଫା. ଖାମ୍=ଲଙ୍ଗାପା; ତୁଳ ସଂ. କବଳ) —
୧: ଅସିକୋଷ; ଖଣ୍ଡାର ଖୋଳ — ୧. Sheath; scabbard.
ଅର୍ଜୁନ ତା ଦେଖି ଖାପରୁ ଖଣ୍ଡା ଫେଇ କୃଷ୍ଣସିହଂ. ମହାଭାରତ. ବନ
୨: ମେଳ —୨. Coincidence; agreement.
୩: ବସ୍ତ୍ରର ସୂତାମାନଙ୍କ ମଧ୍ୟରେ ଥିବା ବ୍ୟବଧାନ ବା ପାଙ୍କ ୩. The space between the woof and warf of a cloth.
୪: ଖାନ୍ଦ (ଦେଖ) ୪. Khāndi (see)
ପ୍ରାଦେ. ବି
୧: (ଗଞ୍ଜାମ)—ଘୋଡ଼ଣୀ —୧. Cover, lid.
୨: (ସମ୍ବଲପୁର)—ଶସ୍ତ୍ରଦ୍ବାରା ଛେଦିତ ଛିଦ୍ର ବା ରନ୍ଧ୍ର — ୨. A hole made by a cutting instrument.
ଦେ. ବିଣ —
ଖୁବ୍ ଗାଢ଼ଭାବରେ ବୁଣା ହୋଇଥିବା (ଲୁଗା) — Thickly and closely woven (cloth).