Jump to content

ଖାପଖାଇ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାପଖାଇ
ଉଚ୍ଚାରଣ: Khāpakhāi

ଦେ. ବିଣ —

ଖାପଯୁକ୍ତ; ଖୋଳରେ ପୂରାଯାଇଥିବା (ଅସି) — Sheathed (sword).

ଏ ଅନ୍ତେ ଭୀମ ଗଲେ ବିରାଟ ନଗରେ ଖାପଖାଇ ଖଣ୍ଡା ଗୋଟିଏ ଧରି କରେ—କୃଷ୍ଣସିଂହ. ମହାଭାରତ. ବିରାଟ