ଖାପଛଡ଼ା
ଦେଖଣା
ଖାପଛଡ଼ା —
ଉଚ୍ଚାରଣ: Khāpachhaṟḍ̠ā
খাপছড়া
बेळगाब
ଦେ. ବିଣ —
୧: ଅମେଳ — ୧. Unsuitable.
୨: ପରସ୍ପରପ୍ରତି ଅନୁପଯୋଗୀ — ୨. Not suiting each other.
୩: ସ୍ବସ୍ଥାନଭ୍ରଷ୍ଟ —୩. Out of place; displaced; dislocated.
୪: ଅସୁନ୍ଦର —୪. Unsymmetrical.
୫: ପ୍ରସଙ୍ଗବହିର୍ଭୁତ (ବାକ୍ୟ) — ୫. Irrelevant (speech).