ଖାପଡ଼୍ ଖାଇ ଖଣ୍ଡା
ଦେଖଣା
ଖାପଡ଼୍ ଖାଇ ଖଣ୍ଡା —
ଉଚ୍ଚାରଣ: Khāpaṟḍ̠khāi khaṇdā
ଦେ. ବି —
ଯୁଦ୍ଧ କଲାବେଳେ ଯେଉଁ ଖଣ୍ଡାର ଅଗ ଅଧିକ ଭାଙ୍ଗି ଯାଇ ବାକି ଅଧିକ ଯୋଦ୍ଧାର ହାତରେ ଥାଏ — A sword broken halfway druing a fight and the hilt-half of which remains in the hand of the fighter.
ଖାପଡ଼ାଖାଇ ଖଣ୍ଡା ଖଣ୍ଡେ ଧରି କରେ ଚାଣ୍ଡେ ବାହାରିଲେ ଗର୍ଜିଣ ରାଗରେ—ସାରଳା. ମହାଭାରତ