Jump to content

ଖାପ ଖାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାପ ଖାଇବା
ଉଚ୍ଚାରଣ: Khāpa khāibā
খাপখাওরা मिळनाजुळना

ଦେ. କ୍ରି —

୧: ସମ୍ପିର୍ଣ୍ଣରୂପେ ମେଳ ହେବା — ୧. To closely fit in; to coincide; to correspond; to tally.

୨: ଉପଯୋଗୀ ହେବା — ୨. To befit.