ଖାବଳ
ଦେଖଣା
ଖାବଳ —
ଉଚ୍ଚାରଣ: Khābaḻa
ଦେ. ବି. (ସଂ. କବଳ) —
୧: କୌଣସି ପଦାର୍ଥକୁ ଭିତରକୁ ପୂରାଇ ରଖିବା ପାଇଁ କାଠ ବା ପଥରରେ କରାଯିବା ଘରା ବା ଗର୍ତ୍ତ; ସାଲ — ୧. A hole made to fit a thing in; a mortise; groove.
୨: ଅଧିକାର; ଅକ୍ତିଆର —୨. Hold.
୩: ପଚରା; ସନ୍ଧିଆ; ଦୁଇଟି ବସ୍ତୁର ମଧ୍ୟରେ ଗୁଞ୍ଜା ହୋଇ ମରାଯିବା କାଷ୍ଠଖଣ୍ଡ — ୩. A wedge thrust between two things.