Jump to content

ଖାବଳ ମାରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାବଳ ମାରିବା
ଉଚ୍ଚାରଣ: Khābaḻa māribā

ଦେ. କ୍ରି —

ଦୁଇ ବସ୍ତୁର ଫାଙ୍କ ମଧ୍ୟରେ ଖଣ୍ଡିଏ କାଠ ଗୁଞ୍ଜିଦେବା —To thrust a wedge between two things.

ବାବୁ ଇଂରାଜୀ ବୁଝନ୍ତି ନାହିଁ; ସାହେବ ବି ଓଡ଼ିଆ ବୁଝେ ନାହିଁ X X X ମଝିରେ ଦୋଭାକୀ ଖାବଳେ ମାରିଦିଏ— ଫକୀରମୋହନ. ଗଳ୍ପସ୍ବଳ୍ପ