ଖାବିଜାବି
ଦେଖଣା
ଖାବିଜାବି —
ଉଚ୍ଚାରଣ: Khābijābi
ପ୍ରାଦେ. (ଗଡ଼ଜାତ) ବିଣ —
ସାଧାରଣ; ସେତେ ଜାକ— ଜସକ୍ରୂପେ ନୁହେ —Ordinary; rough.
ଶୁଣିବାକୁ ପାଉଅଛୁ ଏଥର (ତିଗିରିଆରେ ଚମ୍ପକଦ୍ବାଦଶୀ) ୟାତ୍ରାଟି ଖାବିଜାବି ରୂପେ ନ ହୋଇ ସୁନ୍ଦର ଡ଼ିଲଡ଼ୁଉଲରେ ମାତି ଉଠିଥିଲା— ଗଡ଼ଜାତବାସିନୀ ୨୨: ୬: ୨୯: