Jump to content

ଖାମି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାମି
ଉଚ୍ଚାରଣ: Khāmi
কম खामी

ବୈଦେ. ବି (ଫା. ଖାମୀ) —

୧: ନ୍ୟନତା; କମତି; ଅଳ୍ପତା — ୧. Littleness, deficiency.

୨: କ୍ଷତି; ଲୋକ୍ସାନ୍ —୨. Loss.

ବୈଦେ. ବିଣ —

କମି; ନ୍ଯୁନ —Deficient.