Jump to content

ଖାମ୍କା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାମ୍କା
ଉଚ୍ଚାରଣ: khāmkā
খামখা खामखाह

ବୈଦେ. କ୍ରି. ବିଣ. (ଫା. ଖ୍ବାହ୍ ମ୍ ଖ୍ବାହ୍=ଅବଶ୍ୟ; ଜବରଦସ୍ତି) —

୧: ସହସା; ହଠାତ୍; ଦୈବାତ୍ — ୧. Suddenly; unexpectedly.

୨: ବୃଥା; ଅନର୍ଥକ; ଅକାରଣରେ — ୨. In vain; for nothing.

୩: ଅନ୍ୟାୟପୂର୍ବକ —୩. Wrongly.