ଖାମ୍ଖିଆଲ୍
ଦେଖଣା
ଖାମ୍ଖିଆଲ୍ —
ଉଚ୍ଚାରଣ: Khāmkhiāl
খামখেয়াল
खामखबाल
ବୈଦେ. ବି. (ଫା. ଖାମ୍=ଅପରିପୁଷ୍ଟ+ଖ୍ୟାଲ୍= ଧ୍ୟାନ; କଳ୍ପନା) —
୧: ଅବ୍ୟବସ୍ଥି ତଚିତ୍ତଜନିତ ମନୋଭାବ; ମନମର୍ଜି; ମନିଚ୍ଛା —୧. Whim.
୨: ଚିତ୍ତର ଅସ୍ଥିରତା; ମାନସିକ ଚପଳତା; ମତର ଅସ୍ଥିରତା — ୨. Caprice; fickleness of mind.
୩: ଅସାର କଳ୍ପନା — ୩. Bulding of castles in the air.
খামখেয়ালি
खामखबाळी
ବିଣ —
୧: ଅବ୍ୟବସ୍ଥିତଚିତ୍ତ — ୧. Whimsical; capricious.
୨: ଚପଳମନା —୨. Fickle-minded.