Jump to content

ଖାରପାଣି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାରପାଣି
ଉଚ୍ଚାରଣ: Khārapāṇi

ଦେ. ବି. —

୧: ଚିଲିକାର ଏକପ୍ରକାର ମାଛ — ୧. A kind of fish (in the Chilka lake).

୨: କ୍ଷୀରମିଶ୍ରିତ ଜଳ — ୨. Water mixed with alkali.