Jump to content

ଖାରଭୁଇଁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାରଭୁଇଁ
ଉଚ୍ଚାରଣ: Khārabhūiñ
খারিমাটি खारीमिष्टि

ଦେ. ବି. (ସଂ. ଖାରଭୂମି) —

ଖାରମାଟି; ଲୁଣିମାଟି — Saline soil; Rhe-soil

[ଦ୍ର—ଖାରଭୂଇଁରେ ଗଛ ଉଧାଏ ନାହିଁ]

ଦେ. ବିଣ —

୧: ଅନୁର୍ବର — ୧. Unproductive; unfertile.

୨: ତୁଚ୍ଛ; ବ୍ୟର୍ଥ — ୨. Of no avail or value; valueless; worthless.

ଧର୍ମ ନକଲା ହସ୍ତ ଅଟଇ ଖାରଭୂଇଁ ପୀତାମ୍ବର. ନୃସିଂହପୁରାଣ