ଖାରସାତି
ଦେଖଣା
ଖାରସାତି —
ଉଚ୍ଚାରଣ: Khārasāti
খারাসাতি
खारिस्त
ବୈଦେ. ବି. (ଫା. ଖାରିଶ୍=କୁଣ୍ଡିଆ) —
ପଶୁମାନଙ୍କ ଚର୍ମରୋଗ ବିଶେଷ; ଏଥିରେ ପଶୁମାନଙ୍କ ଦେହରୁ ଲୋମ ଉଠିଯାଇ ଦେହୟାକ ଘାଆ ହୋଇଯାଏ —A skin-disease appearing in beats, resulting in the falling off of the fur and appearance of sores on the body.