ଖାରାତଉଲ
ଦେଖଣା
ଖାରାତଉଲ —
ଉଚ୍ଚାରଣ: Khārātaula
খরাওজনা
खाराएजन
ଦେ. ବି. —
୧: ଯେଉଁ ଓଜନରେ କୌଣସି ଗୋଳମାଳ ନାହିଁ; ପ୍ରକୃତି —୧. Actual weight of a thing.
୨: ପାତ୍ରର ଓଜନ ବାଦ୍ ଦେବା ପରେ ତନ୍ମମଧ୍ୟସ୍ଥ ଦ୍ରବ୍ୟର ଓଜନ —୨. Nett weight of a thing contained in a vessel.