ଖାରି
ଦେଖଣା
ଖାରି —
ଉଚ୍ଚାରଣ: Khāri
ଦେ. ବିଣ (ସଂ. କ୍ଷାର) —
୧: କ୍ଷାରଯୁକ୍ତ; ଲୁଣିଆଁ — ୧. Saline.
ক্ষারি
खारा
୨: ଲବଣାକ୍ତ —୨. Impregnated with salt.
୩: ୟାହା ମିଠା ନୁହେ — ୩. Unsavoury; not sweet to the taste.
୪: ଅସୁଆଦିଆ —୪. Insipid; unpalatable; vapid.
୫: କ୍ଷାର ସ୍ବଦବିଶିଷ୍ଟ —୫. Brackish.