Jump to content

ଖାରିଂପଚ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାରିଂପଚ
ଉଚ୍ଚାରଣ: Khāriṁpacha
(ଖାରିଂପଚା—ସ୍ତ୍ରୀ)

ସଂ. ବିଣ. ଫୁ. (ଖାରଂ+ପଚ ଧାତୁ+କର୍ତ୍ତୃ. ଅ) —

ଯେ ଏକ ଖାର ପରିମିତ ତଣ୍ଡୁଳାଦି ରାନ୍ଧେ — Cooking three bushels of rice etc.