Jump to content

ଖାରିକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାରିକ
ଉଚ୍ଚାରଣ: Khārika

ସଂ. ବିଣ. (ଖାର+ଇକ) —

୧: ଏକ ଖାରପରିମିତ (ଶସ୍ୟ) — ୧. (corn) Measuring three bushels.

୨: ଏକ ଖାର ପରିମିତ ଶସ୍ୟ ବୁଣା ଯାଇଥିବା (କ୍ଷେତ୍ର) — ୨. (field) Sown with ୩ bushels of grain.