ଖାରିଜମି
ଦେଖଣା
ଖାରିଜମି —
ଉଚ୍ଚାରଣ: Khārijami
ক্ষারীজমী
खारीजमीन
ଦେ. ବି. (ସଂ. କ୍ଷାର+ଫା. ଜମୀନ୍) —
ଖାରମାଟିଯୁକ୍ତ ଜମି — A field of saline soil.
ପ୍ରାଦେ. (ସମ୍ବଲପୁର) ବି —
ଗାଆଁର ଧୋଓରା ଜମି; ଯେଉଁ ଜମିରେ ଗାଆଁର ଧୋଓରା ପାଣି ଗଡ଼ିଯାଇ ଜମେ — The land in to which all the rain-water of a village is drained.