Jump to content

ଖାରିପାଣି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାରିପାଣି
ଉଚ୍ଚାରଣ: Khāripāṇi
খারনি खारीपानी

ଦେ. ବି. (ସଂ. କ୍ଷାର+ପାନୀୟ) —

ଖାରିଆପାଣି — Brackish water.

ପ୍ରାଦେ. (ସମ୍ବଲପୁର) ବି —

ଗାଁଆଁର ଧୋଓରାପାଣି — The rain-water drained from a village.