Jump to content

ଖାରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାରୀ
ଉଚ୍ଚାରଣ: Khārī

ସଂ. ବି. (ଖନ୍ ଧାତୁ=ଖୋଳିବା+ସଂଜ୍ଞାର୍ଥେ. ଅର+ସ୍ତ୍ରୀ. ଈ) —

୧: ଶସ୍ୟାଦି ମାପିବାର ପରିମାଣ ବା ପାତ୍ରବିଶେଷ ବା (ମତାନ୍ତରରେ) ୪: ଆଢ଼କ ପରିମାଣ — ୧. A grain-measure equal to three hushels (Ganguly).

୨: କ୍ଷତର ଦାଗ —୨. A scar.