ଶବ୍ଦାର୍ଥ:
ଖାରୁ — ଉଚ୍ଚାରଣ: Khāru
ଦେ. ବିଣ. (ସଂ. ଖାର) —
କଟୁ; ଅପ୍ରୀତିକର — Unpleasant.
(ଯଥା— ମୋ କଥାଟି ତାକୁ ଖାରୁ ଲାଗିଲା)