Jump to content

ଖାଲଗାଡ଼

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଲଗାଡ଼
ଉଚ୍ଚାରଣ: Khālagāṟḍ̠a

ପ୍ରାଦେ. (ସମ୍ବଲପୁର; ସହଚର, ଖାତ+ଗର୍ତ୍ତ) ବି. ଓ ବିଣ —

ଖାଲଢ଼ିପ (ଦେଖ) Khālaḍhipa (See)

(ଯଥା—ରାସ୍ତାରେ ଲୋକେ ଖାଲଗାଡ଼ିରେ ପଡ଼ି ହାଚକି କଚାଡ଼ି ହେଉଛନ୍)