ଖାଲଢିପ
ଦେଖଣା
ଖାଲଢିପ —
ଉଚ୍ଚାରଣ: Khālaḍhipa
ড়াখড়ইর
नीखउँचा
ଦେ. ବିଣ —
୧: ଉଚ୍ଚନୀଚ —୧. Undulating (land)
୨: ଉଚ୍ଚ (ଜମି) ଏବଂ ନୀଚ (ଜମି) — ୨. High (Land) and low (land)
୩: ଅସମତଳ —୩. Rough; uneven.
ଖାଲଢ଼ିପ କଣ୍ଟାଲଟା ଯେତେକ ଥିଲେ ପୁଷ୍ପ ପଡ଼ିବାରେ ସେ ଗୋଚର ନୋହିଲେ କୃଷ୍ଣସିଂହ. ମହାଭାରତ. ଉଦ୍ବୋଗ
ଦେ. ବି —
ଉଚ୍ଚ ଭୂମି ଓ ନୀଚ ଭୂମି — High ground and low ground.