Jump to content

ଖାଲରେ ପକାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଲରେ ପକାଇବା
ଉଚ୍ଚାରଣ: Khālare pakāibā

ଦେ. କ୍ରି —

୧: କୌଣସି ବ୍ୟକ୍ତିକୁ ଅସୁବିଧାରେ ଭର୍ତ୍ତି କରି ଦେବା —୧. To put (a person) in defficulty.

୨: ବିପଦରେ ପକାଇବା ବା ବିପନ୍ନ କରାଇବା — ୨. To entangle a person in danger.