Jump to content

ଖାଲିହାତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଲିହାତ
ଉଚ୍ଚାରଣ: Khālihāta
খালিহাত खालिहात

ଦେ. ବି (ଆ. ଖାଲୀ+ସଂ. ହସ୍ତ) —

୧: ନିରାଭରଣ ହସ୍ତ; ଖଡ଼ୁଆଦି ଅଳଙ୍କାରଶ୍ବନ୍ୟ ହାତ; ରାଣ୍ଡହାତ — ୧. Hand having no bracelets or ornaments.

୨: ଧନ ନ ଥିବା ହାତ; ରିକ୍ତ ହସ୍ତ — ୨. Empty or penniless hand.

୩: କାମରେ ଲାଗି ନ ଥିବା ହାତ; କର୍ମଶୂନ୍ୟ ହାତ — ୩. Hand havingno employment.

୪: କର୍ମଶୂନ୍ୟତା —୪. Unemployment.

୫: ନିର୍ନ୍ଧନ ଅବସ୍ଥ —୫. Penniless condition.

୬: ଅସ୍ତ୍ରଶସ୍ତ୍ରହୀନ ହସ୍ତ —୬. Unarmed hard.

୭: ଅସ୍ତ୍ରଶସ୍ତ୍ର ଅବସ୍ଥା —୭. Unarmed condition.

ଦେ. ବିଣ —

୧: ନିର୍ନ୍ଧନ —୧. Penniless.

୨: ରିକ୍ତହସ୍ତ —୨. Empty-handed.

୩: ନିରାଭରଣ —୩. Devoid of ornaments.

୪: କର୍ମ ବା ବ୍ୟବସାୟଶୂନ୍ୟ —୪. Unemployed.