Jump to content

ଖାଲି କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଲି କରିବା
ଉଚ୍ଚାରଣ: Khāli Karibā
খালিকরা खालीकरना; रिताना

ଦେ. କ୍ରି —

୧: କୌଣସି ପାତ୍ରକୁ ଶୂନ୍ୟ କରିବା — ୧. To make a receptacle empty.

୨: କୌଣସି ସ୍ଥାନ ତ୍ୟାଗ କରିବା — ୨. To vacate a place.