Jump to content

ଖାଲେ ଖାଇ ଟିକ୍ରାଏ ସାଖୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଲେ ଖାଇ ଟିକ୍ରାଏ ସାଖୀ
ଉଚ୍ଚାରଣ: Khāle khāi ṭikrāe sākhi

ପ୍ରାଦେ. (ସମ୍ବଲପୁର) ପ୍ରବଚନ —

ଫେରାଦ ହେବା ବ୍ୟକ୍ତିର ମାନିତ ସାକ୍ଷୀ ଫେରାଦ ହେବା ବିଷୟର ବିପରୀତ କଥା ସାକ୍ଷ୍ୟ ଦେବା ସ୍ଥଳରେ ପ୍ରଯୁଜ୍ୟ ପ୍ରବଚନ — A saying used in cases where a party's own witness speaks against his story.

[ଦ୍ର—ଏଥିରେ ଅର୍ଥ; ଜଣେ ବ୍ୟକ୍ତି ଅଭିଯୋଗ କରିଛି ଯେ ଅମୁକର ଗାଈ ମୋ ଖାଲ ଜମିରୁ ଫସଲ ଖାଇଛି, କିନ୍ତୁ ତା ସାକ୍ଷୀ କହୁଛି ଯେ ଗାଈ ଢ଼ିପ ଜମିରୁ ଫସଲ ଖାଇଛି]