Jump to content

ଖାଲ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଲ୍
ଉଚ୍ଚାରଣ: Khāl

ବୈଦେ. ବି. (ଫା. ଖାଲୀ=ନୀଚ ସ୍ଥାନ; ତୁଳ. ସଂ. ଖର୍ବ) —

୧: କମି ମୂଲ୍ୟ —୧. Low price.

୨: ଘାଟି; କ୍ଷତି; ଲୋକ୍ସାନ୍ —୨. Loss.

୩: ମୂଲ୍ୟର ହ୍ରାସ — ୩. The coming down of price.