Jump to content

ଖାଲ୍ସା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖାଲ୍ସା
ଉଚ୍ଚାରଣ: Khālsā

ପ୍ରାଦେ. (ସମ୍ବଲପୁର) ବି. (ଆ. ଖାଲିସ୍=ଶୁଦ୍ଧ; ୟହିଁରେ କିଛି ମଇଳା ନାହିଁ; ତୁଳ ହି.ୟ ଖାଲ୍ସା=ୟହିଁରେ କେବଳ ଜଣକର ଅଧିକାର ଅଛି) —

୧: ଜମିଦାରଙ୍କ ଖାସ୍ ଦଖଲରେ ଥିବା ଜମି; ନିଜ୍ଜୋତ — ୧. Land in the khas possession of the Zamindar.

୨: ଗଭର୍ଣ୍ଣମେଣ୍ଟଙ୍କ ପ୍ରତ୍ଯେକ୍ଷ ଅଧିକାରଭୁକ୍ତ ଜମି; ଖାସ୍ମାହାଲ — ୨. The Khasmahals; Government Estate.

ଦେ. ବି —

ଶିଖସମ୍ପ୍ରଦାୟବିଶେଷ; ଶିଖମାନଙ୍କ ଦଳ — A community or company of the Sikhs.

ପ୍ରାଦେ. (ସମ୍ବଲପୁର) ବିଣ —

୧: ସରକାରୀ ଜମି — ୧. (Land) Belonging to the Government.

୨: ଖାସ୍ମାହାଲ ସଂକ୍ରାନ୍ତ (ଜମି) — ୨. (Land) Appertaining to a Govt. Estate.