ଶବ୍ଦାର୍ଥ:
ଖାଳିକ — ଉଚ୍ଚାରଣ: Khāḻika
ସଂ. ବିଣ. (ଖଳ+ସମ୍ବନ୍ଧେର୍ଥେ. ଇକ) —
ଖଳସମ୍ବନ୍ଧୀୟ — Relating to a threshing floor